ନୀତିମନ୍ତ
(ନୀତିବନ୍ତ—ଅନ୍ୟରୂପ)
ନୀତିଜାଣିଥିବା (ବ୍ୟକ୍ତି) — (person) Well versed in ethics.
କୀର୍ତ୍ତିମନ୍ତ ଯେ ନୀତିମନ୍ତ ସେ ହୋଇବ, କ୍ଷତ୍ରିୟଙ୍କର ବଳ ବଳରେ ଗଞ୍ଜିବ କୃଷ୍ଣସିଂହ, ମହାଭାରତ ଆଦି