Jump to content

ନୀତି କଥା

ଉଇକିଅଭିଧାନ‌ରୁ

ନୀତି କଥା

ଉଚ୍ଚାରଣ

[ସମ୍ପାଦନା]

ନୀତିବଚନ, ନୀତିବାକ୍ୟଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ନୀତି+କଥା)

[ସମ୍ପାଦନା]
୧. ହିତୋପଦେଶ — ୧. A moral discourse; moral precept.
୨. ନ୍ୟାୟ ବାକ୍ୟ —୨. Polity; morals; a discourse on ethics.
୩. ଢଗ; ପ୍ରବଚନ —୩. Proverb; a wise saying.
୪. ନୀତି ଉପଦେଶକ କାହାଣୀ —୪. Moral tale; fable.