Jump to content

ନୀତି କୁଶଳ

ଉଇକିଅଭିଧାନ‌ରୁ

ନୀତି କୁଶଳ

ଉଚ୍ଚାରଣ

[ସମ୍ପାଦନା]

(ନୀତିକୁଶଳତା—ବି)

(ନୀତିବିଶାରଦ, ନୀତିନିପୁଣ, ନୀତିଦକ୍ଷ—ଅନ୍ୟରୂପ)

(ନୀତିକୁଶଳା, ନୀତିବିଶାରଦା, ନୀତିନିପୁଣା, ନୀତିଦକ୍ଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ନୀତି+କୁଶଳ)

[ସମ୍ପାଦନା]

ନୀତିଶାସ୍ତ୍ରଜ୍ଞ — Well versed in ethics or politics; politic; prudent.