ନୀତି ତତ୍ତ୍ୱ
ଦେଖଣା
ନୀତି ତତ୍ତ୍ୱ
ଉଚ୍ଚାରଣ
[ସମ୍ପାଦନା]ନୀତିବିଦ୍ୟା, ନୀତିଶାସ୍ତ୍ରଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ନୀତି+ତତ୍ତ୍ୱ)
[ସମ୍ପାଦନା]- ୧. ନୟଶାସ୍ତ୍ର; ହିତୋପଦେଶକ ଶାସ୍ତ୍ର —୧. Ethics; the science of morals.
- ୨. ରାଜନୀତି ଶାସ୍ତ୍ର — ୨. Politics; polity.
[ଦ୍ରଷ୍ଟବ୍ୟ —ଶରଶଯ୍ୟାରେ ଆସୀନ ଭୀଷ୍ମ ଯୁଧିଷ୍ଠିରଙ୍କୁ ନୀତିଶାସ୍ତ୍ର ସମ୍ୱନ୍ଧେ ଉପଦେଶ ଦେଇଥିବା ବିଷୟ ମହାଭାରତରେ ଅଛି ପ୍ରଜାମାନେ ସୁଖରେ କିପରି ରହିବେ ଓ ରାଜା କିପରି ଭାବରେ ରାଜ୍ୟପାଳନ, ରାଜ୍ୟଶାସନ ଓ ରାଜ୍ୟ ରକ୍ଷା କରିବେ ଏ ବିଷୟ ଭୀଷ୍ମ କହିଛନ୍ତି ]