ନୀପ
ଦେଖଣା
ନୀପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ପାଇବା+ଅପାଦାନ ଅ; ଯହିଁରୁ ସନ୍ତୋଷ ମିଳେ)
[ସମ୍ପାଦନା]- ୧. କଦମ୍ୱଗଛ ଓ ଫୁଲ —୧. The Kadamba tree and its flower; Nauclea Cadumba.
- ୨. ପର୍ବତର ପାଦଦେଶ —୨. The foot of a moutain.
- ୩. ବନ୍ଧୂକ ପୁଷ୍ପ; ବଧୂଲି (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୩. Badhūli (See)
- ୪. ଅଶୋକ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୪. Aṡoka (See)