ନୀବି
ଦେଖଣା
- (ସର୍ବନାମ,ବିଶେଷ୍ୟ)-ବଣିକର ମୂଳଧନ
- ପୁଞ୍ଜି
- ବାଜି
- ପଣ
- କଟିବସ୍ତ୍ର ଗଣ୍ଠି
- ସ୍ତ୍ରୀ କଟିବସ୍ତ୍ରର ଗଣ୍ଠି
- ଖୋସଣୀ
- ଶାଢୀନୀବି
ଉଚ୍ଚାରଣ
[ସମ୍ପାଦନା](ନୀବୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନି+ବ୍ୟେ ଧାତୁ=ଆଚ୍ଛାଦନ କରିବା+କରଣ. ଇ)
[ସମ୍ପାଦନା]- ୧. ବଣିକର ମୂଳଧନ; ପୁଞ୍ଜି; ପାଣ୍ଠି —୧. Capital; stock in trade; the principal invested in a business.
- ୨. ବାଜି; ପଣ —୨. Wager.
- ୩. କଟିବସ୍ତ୍ର ଗ୍ରନ୍ଥି —୩. Cloth tied round the waist; waist cloth; the knot which keeps loin cloth tight.
- ୪. ସ୍ତ୍ରୀ କଟିବସ୍ତ୍ର ବା ବନ୍ଧନୀ — ୪. Girdle worn by females.
- ୫. ସ୍ତ୍ରୀ କଟିଦେଶସ୍ଥ ପରିଧାନ ବସ୍ତ୍ରର ଗଣ୍ଠି; କଛା; ଖୋସଣୀ — ୫. A knot into which a woman's cloth is gathered at the waist.
- ୬. ଶାଢୀ (ହିନ୍ଦୀ - ଶବ୍ଦସାଗର) — ୬. The cloth worn by women.