Jump to content

ନୀବ୍ର

ଉଇକିଅଭିଧାନ‌ରୁ

ନୀବ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ବୃ ଧାତୁ=ବିଦ୍ୟମାନ ଥିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବନ —୧. Wood; forest.
୨. ନୀଧ୍ର; ଚାଳର ଓଳି — ୨. The eaves of the thatch.
୩. ଚକ୍ରଧାରା —୩. The rim of a wheel.
୪. ଚନ୍ଦ୍ର —୪. The moon.
୫. ରେବତୀ ନକ୍ଷତ୍ର —୫. The ୨୭th lunar mansion.