Jump to content

ନୀର

ଉଇକିଅଭିଧାନ‌ରୁ

ନୀର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ପାଇବା+କର୍. ର; କିମ୍ୱା ନିର୍=ନିର୍ଗତ+ ର=ଅଗ୍ନି; ଯହିଁରୁ ବାଡ଼ବାଗ୍ନି ଉଠେ)

[ସମ୍ପାଦନା]
୧. ଜଳ; ପାଣି — ୧. Water.
୨. ରସ —୨. Juice.
୩. ଦ୍ରବପଦାର୍ଥ —୩. Liquid.

[ଦ୍ରଷ୍ଟବ୍ୟ —ଏହା ଦ୍ରାବିଡ଼ ଭାଷା ନୀରୁ(ଜଳ)ରୁ ସଂସ୍କୃତକୁ ଆସିଅଛି ବୋଲି ପଣ୍ଡିତମାନେ କହନ୍ତି ]