Jump to content

ନୀରକ୍ତ

ଉଇକିଅଭିଧାନ‌ରୁ

ନୀରକ୍ତ

ଉଚ୍ଚାରଣ

[ସମ୍ପାଦନା]
(ନୀରକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+ରକ୍ତ)

[ସମ୍ପାଦନା]
୧. ରକ୍ତହୀନ — ୧. Bloodless; anaemic.
୨. ପାଣ୍ଡୁରବର୍ଣ୍ଣ — ୨. Pale; livid; sallow.