ନୀରକ୍ଷ
ଅରକ୍ଷିତ; ଆଶ୍ରୟଶୂନ୍ୟ; ଅରକ୍ଷ; ନିରାଶ୍ରୟ — Helpless.
ରଖ ଓ ନୀରକ୍ଷଜନେ ଘୋର ସଙ୍କଟୁ ଉଦ୍ଧାରି ମଧୁସୂଦନ, ସଙ୍ଗୀତମାଳା