Jump to content

ନୀରଜା

ଉଇକିଅଭିଧାନ‌ରୁ

ନୀରଜା

ଉଚ୍ଚାରଣ

[ସମ୍ପାଦନା]

(ନୀରଜ, ନୀରଜସ୍କ—ଅନ୍ୟରୂପ)

(ନୀରଜାଃ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍=ନାହିଁ+ରଜସ୍=ଧୂଳି)

[ସମ୍ପାଦନା]
୧. ରଜୋହୀନ; ଧୂଳିଶୂନ୍ୟ — ୧. Free from dust.
୨. ପରାଗହୀନ (ଫୁଲ) — ୩. Pollenless.
୪. ରଜୋଗୁଣବର୍ଜିତ —୪. Free from darkness or gross wordly passions and attributes.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ମହାଦେବ —God Ṡiba.

ସ୍ତ୍ରୀ

[ସମ୍ପାଦନା]
୧. ଯେଉଁ ସ୍ତ୍ରୀ ଋତୁମତୀ ହୋଇ ନାହିଁ — ୧. A woman who has not had her menses.
୨. ଯେଉଁ ସ୍ତ୍ରୀର ରଜୋଦ୍ଗମ ସ୍ଥଗିତ ହୋଇଅଛି — ୨. A woman whose menstrual flow has ceased.