ନୀରଜାଃ
ଦେଖଣା
ନୀରଜାଃ
ଉଚ୍ଚାରଣ
[ସମ୍ପାଦନା](ନୀରଜସ୍କା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ନୀରଜସ୍ୱ; ନ୍ର୍=ନାହିଁ+ରଜସ୍=ଧୂଳି)
[ସମ୍ପାଦନା]- ୧. ଅରଜସ୍ୱା (ନାରୀ); ଯେଉଁ ସ୍ତ୍ରୀର ଋତୁସ୍ରାବ ହୁଏ ନାହିଁ —୧. Not menstruating (woman); (a woman) who has no menses.
- ୨. ଧୂଳିରହିତା —୨. Free from dust.
- ୩. ରଜୋଗୁଣରହିତା —୩. Free from gross wordly passions or attributes.
- ୪. ଅନାଗତାର୍ତ୍ତବା; ଯେଉଁ ବାଳିକାର ରଜୋଦର୍ଶନ ହୋଇ ନାହିଁ, ଅରଜସ୍ୱଳା —୪. Not yet menstruated (girl).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁର୍ଗା —୧. Goddess Durgā.
- ୨. କୁମାରୀ —୨. Maiden.
- ୩. ଅନାଗତାର୍ତ୍ତବା କନ୍ୟା — ୩. A girl before the age of puberty.