ନୀରଦ
ଦେଖଣା
ନୀରଦ
ଉଚ୍ଚାରଣ
[ସମ୍ପାଦନା](ନୀରଦା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ନୀର+ଦା ଧାତୁ=ଦାନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମେଘ —୧. Cloud.
- ୨. ମୃଥା —୨. Bulbous rooted grass; Cyperus Rotundus.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (ବହୁବ୍ରୀହି; ନି=ନାହିଁ+ ରଦ=ଦନ୍ତ)—୧ ଦନ୍ତହୀନ —୧. Toothless.
- ୨. (ନୀର+ଦା ଧାତୁ+କର୍ତ୍ତୃ. ଅ)—ଜଳ ଦାତା — ୨. Giving water.