ନୀରନ୍ଧ୍ର
ଦେଖଣା
ନୀରନ୍ଧ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ରନ୍ଧ୍ର)
[ସମ୍ପାଦନା]- ୧. ଛିଦ୍ରରହିତ — ୧. Without a hole.
- ୨. ନିବିଡ଼; ଘନ — ୨. Thick; dense.
ମହାରୋଷେ ଗଜ ଆର୍ଯ୍ୟେ ପ୍ରଚୃଣ୍ଡ ବିକ୍ରମେ, ନୀରନ୍ଧ୍ର ସେ ଶତ୍ରୁ ଦଳ ପକାଇଲେ ଘାଣ୍ଟି ରାଧାନାଥ, ମହାଯାତ୍ରା
- ୩. ଗାଢ଼ —୩. Solid.
- ୪. ଦୋଷହୀନ — ୪. Faultless; flawless; defectless.