Jump to content

ନୀରବ

ଉଇକିଅଭିଧାନ‌ରୁ

ନୀରବ

ଉଚ୍ଚାରଣ

[ସମ୍ପାଦନା]
(ନୀରବା—ସ୍ତ୍ରୀ) 

(ନୀରବତା—ବି)

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ରବ)

[ସମ୍ପାଦନା]
୧. ଅବାକ୍ — ୧. Mute; speechless.
୨. ନିଃଶବ୍ଦ —୨. Silent; noiseless.
୩. ନିସ୍ତବ୍ଧ —୩. Calm; still; quiet.