ନୀରବିବା
(ସଂସ୍କୃତ - ନୀରବ)—ନୀରବ ହେବା — To be silent.
ନୀରବନ୍ତେ ଆଖଣ୍ଡଳ, ସେହି ମୁହୂର୍ତ୍ତରେ, ଖସି ଅଭିଶପ୍ତ ସ୍ୱର୍ଗୁ କ୍ଷୀଣପୁଣ୍ୟ ଯଥା— ଚିନ୍ତାମଣି ବିକ୍ରମାଦିତ୍ୟ