Jump to content

ନୀରାଜନା

ଉଇକିଅଭିଧାନ‌ରୁ

ନୀରାଜନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନୀରାଜନ+ଆ)

[ସମ୍ପାଦନା]

ନୀରାଜନ (ଦେଖ) - Nīrājana (See)

ସମ୍ପାଦିଲେ ଦିଲ୍ଲୀ ରାଣୀ ନୀରାଜନା ବିଧି ରାଧାନାଥ. ମହାଯାତ୍ରା