Jump to content

ନୀରାଜିତ

ଉଇକିଅଭିଧାନ‌ରୁ

ନୀରାଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନୀର+ଅଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବନ୍ଦାପନା କରା ଯାଇଥିବା (ଦେବତା) — ୧. (a Deity) Worshipped with the waving of lights.
୨. ମନ୍ତ୍ରାଦିଦ୍ୱାରା ପବିତ୍ରୀକୃତ ଓ ପରିଷ୍କୃତ (ଅସ୍ତ୍ରଶସ୍ତ୍ରାଦି) — ୨. Lustrated (weapons).