Jump to content

ନୀରୁଜ

ଉଇକିଅଭିଧାନ‌ରୁ

ନୀରୁଜ

ଉଚ୍ଚାରଣ

[ସମ୍ପାଦନା]
(ନୀରୁଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+ରୁଜା=ରୋଗ)

[ସମ୍ପାଦନା]
୧. ନୀରୋଗ; ସୁସ୍ଥ —୧. Well; hale.
୨. ପୀଡ଼ାହୀନ —୨. Free from disease.