ନୀରୂପ
ଦେଖଣା
ନୀରୂପ
ଉଚ୍ଚାରଣ
[ସମ୍ପାଦନା](ନୀରୂପା—ସ୍ତ୍ରୀ)
(ନୀରୂପତା—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍=ନିର୍ଗତ ବା ନାହିଁ+ରୂପ)
[ସମ୍ପାଦନା]- ୧. ରୂପହୀନ —୧. Shapeless; formless; incorporeal.
- ୨. ସୌନ୍ଦର୍ଯ୍ୟହୀନ; ଅସୁନ୍ଦର — ୨. Destitute of beauty.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମ —୧. The Supreme Soul.
- ୨. ଆକାଶ —୨. The heavens.
- ୩. ଶୂନ୍ୟ —୩. The etherial space.