Jump to content

ନୀର୍ବିଜ

ଉଇକିଅଭିଧାନ‌ରୁ

ନୀର୍ବିଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ବୀଜ)

[ସମ୍ପାଦନା]
୧. ବୀଜଶୁନ୍ୟ — ୧. Seedless.
୨. ପୁରୁଷତ୍ୱହୀନ —୨. Impotent.
୩. କାରଣରହିତ —୩. Causeless.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୋଗର ସମାଧୀବିଶେଷ — A kind of mental concentration in j̄ga

[ ଦ୍ର—ଏ ଅବସ୍ତାରେ ମନୁଷ୍ୟର ସୁଖ ଦୁଃଖର ଅନୁଭୁତି ରହେ ନାହିଁ ଓ ମୋକ୍ଷଲାଭ ହୁଏ—ହିନ୍ଦୀ - ଶବ୍ଦସାଗର ]