ନୀଳକନ୍ୟା
ଲକ୍ଷ୍ମୀ — Goddess Lakshmī.
[ଦ୍ରଷ୍ଟବ୍ୟ —ସତ୍ୟଯୁଗରେ ନିତ୍ୟରାସକାଳରେ ରାଧାଙ୍କ ଅଙ୍ଗରୁ ଶ୍ରମବାରି ବୋହି କ୍ଷୀରସମୁଦ୍ରରେ ପଡ଼ିଲାରୁ ଗୋଟିଏ କନ୍ୟା ଜାତ ହେଲା ତାହାର ନାମ ଲକ୍ଷ୍ମୀ— ବୈଷ୍ଣବ ସାହିତ୍ୟ ]