ନୀଳକୁନ୍ତଳା
ଯେଉଁ ସ୍ତ୍ରୀର କେଶ ଗାଢ଼ ନୀଳବର୍ଣ୍ଣ — (a woman) Having dark-blue hair.
ଦୁର୍ଗାଙ୍କ ସଖୀବିଶେଷ — Name of a female friend of Durgā.