ନୀଳଗାଈ
ଦେଖଣା
ନୀଳଗାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୀଳଗୌ)
[ସମ୍ପାଦନା]କୃଷ୍ଣସାର ଜାତୀୟ ଗବାଦି ପଶୁ ପରି ଘନନୀଳାଭ ଧୂସରବର୍ଣ୍ଣ ବନ୍ୟପଶୁବିଶେଷ — A large species of Asiatic antelope Boselaphus Tragocamelus; the Nylghau.
[ଦ୍ରଷ୍ଟବ୍ୟ —ଏମାନଙ୍କ ଦେହର ବର୍ଣ୍ଣ ନୀଲାଭ ପାଉଁଶିଆ; କାନ ଗାଈ ପରି, ଶିଂଘ ବଙ୍କା ଓ ଛୋଟ; ବେକ ଉପରେ କଳାବାଳର କ୍ଷୁଦ୍ର କେଶର ଅଛି ବେକ ତଳେ କେରାଏ ୮୧: ଅଙ୍ଗୁଳ ଲମ୍ୱ ବାଳ ଓହୋଳି ଥାଏ; ଏହାର ଚମଡା ଖୁବ୍ ଟାଣୁଆ; ବେକର ଚମ଼ାରେ ଢାଲ ହୁଏ ବୈଦ୍ୟକମତରେ ଏହାର ମାଂସ ମଧୁର, ବଳକାରକ, ଉଷ୍ଣବୀର୍ଯ୍ୟ, କଫ ଓ ପିତ୍ତବର୍ଦ୍ଧକ ଓ ସ୍ନିଗ୍ଧ; ଏମାନେ ଉଚ୍ଚରେ ୪ଫୁଟ ବଢ଼ନ୍ତି ଓ ପୋଷା ମାନନ୍ତି ]