Jump to content

ନୀଳନ୍ଦିଦଳ

ଉଇକିଅଭିଧାନ‌ରୁ

ନୀଳନ୍ଦିଦଳ

ଉଚ୍ଚାରଣ

[ସମ୍ପାଦନା]

(ନିଳେନ୍ଦିଦଳ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୀଳେନ୍ଦିବର ଦଳ)

[ସମ୍ପାଦନା]

ନୀଳକଇଁର ପାଖୁଡ଼ା — The petal of a blue water lily.

ନୀଳନ୍ଦିଦଳ ପଦ୍ମ ଆଖି, ନୀଳା କରନ୍ତି ସର୍ବେ ଦେଖି କମଳଲୋଚନ, ଚଉତିଶା