ନୀଳପତ୍ର
ଦେଖଣା
ନୀଳପତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନୀଳ+ପତ୍ର)
[ସମ୍ପାଦନା]ନେଳିଆପତ୍ରବିଶିଷ୍ଟ — Dark or blue-leaved.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନୀଳକମଳ (ହିନ୍ଦୀ - ଶବ୍ଦସାଗର) — ୧. The blue water-lily.
- ୨. କେଶୁର ତୃଣ (ହିନ୍ଦୀ - ଶବ୍ଦସାଗର) — ୨. Scirpus Kysor grass. (M.W.).
- ୩. ଏକପ୍ରକାର ସାଳଗଛ — ୩. Bauhinea Tomentosa tree. (M.W.).
- ୪. ଡାଳିମ୍ୱ (ହିନ୍ଦୀ - ଶ.) —୪. Pomegranate. (M.W.).