Jump to content

ନୀଳମଣି ବିଦ୍ୟାରତ୍ନ

ଉଇକିଅଭିଧାନ‌ରୁ

ନୀଳମଣି ବିଦ୍ୟାରତ୍ନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍କଳର ଜନୈକ ସୁପରିଚିତ ସ୍ୱର୍ଗୀୟ ସାହିତ୍ୟ ସେବକ — Name of a well known literate man of Orissa.

[ଦ୍ରଷ୍ଟବ୍ୟ —ସେ 'ସମ୍ୱଲପୁର ହିତୈଷିଣୀ'ର ଭୂତପୂର୍ବ ପ୍ରବୀଣ ସଂପାଦକ ବୋଲି ଉତ୍କଳରେ ପରିଚିତ ଥିଲେ ସେ ଉତ୍କଳ ସାହିତ୍ୟର ଉନ୍ନତି ପାଇଁ ଆଜୀବନ ଚେଷ୍ଟା କରିଥିଲେ କେତେକ ଉପାଦେୟ ପୁସ୍ତକ ଏହାଙ୍କଦ୍ୱାରା ରଚିତ ହୋଇଥିଲା ତାରିଣୀ—ଉତ୍କଳସାହିତ୍ୟ

କଟକ ଜିଲ୍ଲାର ଡମପଡ଼ା ରାଜ୍ୟରେ ତାଙ୍କର ଜନ୍ମ ହୋଇଥିଲା ସେ ଓଡ଼ିଆ ବ୍ରାହ୍ମଣ ବାମଣ୍ଡାର ସର ସୂତ୍ରଳଦେବଙ୍କ ରାଜସଭାରେ

ରହି ସେ ପ୍ରଥମେ ସମ୍ୱଲପୁର ହିତୈଷିଣୀ ପରେ ଖଲ୍ଲିକୋଟର ହରିହର ମର୍ଦ୍ଦରାଜ ରାଜାଙ୍କ ନିକଟରେ ରହି ପ୍ରଜା ବନ୍ଧୁ ଓ ତତ୍ ପରେ ବଡ଼ ଖେମୁଣ୍ଡିର ରାଜା କୃପାମୟ ଅନଙ୍ଗଭୀମଦେବଙ୍କ ନିକଟରେ ରହି ଗଞ୍ଜାମ ଗୁଣଦର୍ପଣ ସବାଂଦପତ୍ର ପ୍ରକାଶ କରିଥିଲେ ଅନେକ ଗୁଡ଼ିଏ ଗଦ୍ୟ ଓ ପଦ୍ୟ ପୁସ୍ତ କ ଏହାଙ୍କ ରଚିତ; କିଛିଦିନ ଏ କଟକର ଉତ୍କଳ ଦୀପିକାର ସମ୍ପାଦକ କର୍ମ କରିଥିଲେ ]