ନୀଳମାଧବ
ଦେଖଣା
ନୀଳମାଧବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ନୀଳ+ମାଧବ)
[ସମ୍ପାଦନା]- ୧. ଶ୍ରୀକୃଷ୍ଣ; ବିଷ୍ଣୁ — ୧. Bishṇu; Ṡrīkṛushṇa.
[ ଦ୍ର—ଖଣ୍ଡପଡ଼ା ଅନ୍ତର୍ଗତ ମହାନଦୀ ତୀରବର୍ତ୍ତୀ ସୁପ୍ରସିଦ୍ଧ କଣ୍ଟିଲୋପାଟଣାଗ୍ରାମର ଗୋଟିଏ ପର୍ବତ ଶିଖର ଦେଶରେ ନୀଳମାଧବଙ୍କ ମନ୍ଦିର ପ୍ରତିଷ୍ଠିତ ]
- ୨. ପ୍ରୟାଗରେ ଥିବା ବିଷ୍ନୁ ପ୍ରତିମା — ୨. An image of Bishṇu at Allahabad.
[ ଦ୍ର—ତ୍ରିବେଣୀରେ ସ୍ନାନ କରି ସାରି ନୀଳମାଧବଙ୍କୁ ଦର୍ଶନ କଲେ ଯାତ୍ରୀ ତ୍ରୀବେଣୀ ସ୍ନାନର ଫଳ ଲାଭ କରେ ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷଙ୍କ ନାମ — A name given to males.