ନୀଳାଚଳ
ଦେଖଣା
ନୀଳାଚଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(କର୍ମଧା; ନୀଳ+ଅଚଳ)
[ସମ୍ପାଦନା]- ୧. ଆସାମର ନୀଳଗିରି ପର୍ବତ —୧. The Nilgiri hills in Assam.
- ୨. ପୁରୀ ଜଗନ୍ନାଥ ଯେଉଁ ପୌରାଣିକ ପର୍ବତରେ ଅବସ୍ଥିତ — ୨. A mythological hill on which the temple of Jagannātha at Puri is said to stand.
- ୩. ପୁରୀ ଶ୍ରୀକ୍ଷେତ୍ର —୩. The town of Puri.
- ୪. ଦକ୍ଷିଣଭାରତର ପୂର୍ବଘାଟ ପର୍ବତ — ୪. The Eastern ghat mountains in South India.
[ ଦ୍ର—ପୌରାଣିକ ନୀଳାଚଳ ପୁରୀରେ, ଉତ୍ତର ନୀଳାଚଳ ଆସାମର କାମାଖ୍ୟା ପାହାଡ଼ ଓ ଦକ୍ଷିଣ ନୀଳାଚଳ ଦାକ୍ଷିଣାତ୍ୟ ପୀର୍ବଘାଟ ନୀଳ— ଗିରି ପର୍ବତ; ସଂଭବତଃ ଏହି ପୂର୍ବଘାଟ ପାହାଡ଼ର ଉତ୍ତର ସୀମା ପୁରୀ ଜିଲ୍ଲାକୁ ଲାଗିଥିବାରୁ ପୁରୀର ନାମ ନୀଳାଚଳ ହୋଇଅଛି ]