Jump to content

ନୀଳାଚଳ ଚନ୍ଦ୍ର

ଉଇକିଅଭିଧାନ‌ରୁ

ନୀଳାଚଳ ଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ନୀଳାଚଳ ନାଥ, ନୀଳାଚଳ ବିହାରୀ ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନୀଳାଚଳ+ଚନ୍ଦ୍ର)

[ସମ୍ପାଦନା]

ପୁରୀରେ ବିରାଜିତ ଜଗନ୍ନାଥ ମହାପ୍ରଭୂ — The idol Jagannāth of Puri.

ନୀଳାଚଳ ଚନ୍ଦ୍ର ତିନ୍ତି; କବି ବ୍ରଜନାଥ ବଡ଼ଯେନା ରସେ ଏ ଚରିତ ରଚୟତି ବ୍ରଜନାଥ ସମତରଙ୍ଗ