ନୀଳାମ୍ୱର
ଦେଖଣା
ନୀଳାମ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ନୀଳ+ଅମ୍ୱର)
[ସମ୍ପାଦନା]- ୧. ନେଳିଆ ଲୁଗା — ୧. A blue cloth.
- ୨. (ବହୁବ୍ରୀହି) ଭୂଇଁ ଅଏଁଳା —୨. A species of plant; Flacourtia Cataphracta.
- ୩. (ନେଳି ଲୁଗା ପିନ୍ଧୁଥିବାରୁ) ବଳରାମ —୩. Baḻarāma; the elder step brother of Ṡrīkṛushṇa.
- ୪. ଶନିଗ୍ରହ —୪. The planet Saturn.
- ୫. ରାକ୍ଷସ —୫. A giant; a cannibal.
- ୬. (କର୍ମଧା) ନୀଳ ଆକାଶ —୬. The blue sky.
(ନୀଳାମ୍ୱରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ନୀଳବସ୍ତ୍ରଧାରୀ — Dressed in blue.