ନୀଳାମ୍ୱର ଭଞ୍ଜ
ଜନୈକ ଓଡ଼ିଆ କବି — An Oriya poet.
[ ଦ୍ର—ଏ କବି ହଳଦିଆର ରାଜା ଥିଲେ ' କୃଷ୍ଣଲୀଳାମୃତ' ଓ 'ପଞ୍ଚସାୟକ' ନାମକ ଦିଓଟି ଗ୍ରନ୍ଥ ଏହାଙ୍କଦ୍ୱାରା ରଚିତ ! ତାରିଣୀ—ଉତ୍କଳ ଇତିହାସ ]