Jump to content

ନୀଳାମ୍ୱର ଶର୍ମା

ଉଇକିଅଭିଧାନ‌ରୁ

ନୀଳାମ୍ୱର ଶର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜନୈକ ପଣ୍ଡିତ — Name of a learned man.

[ ଦ୍ର—ପାଶ୍ଚାତ୍ୟ ପଦ୍ଧତି ଅନୁସାରେ ଏ ଗୋଳ ପ୍ରକାଶ ନାମକ ସଂସ୍କୃତ ଗଣିତ ଗ୍ରନ୍ଥ ରଚନା କରିଥିଲେ; ଆହୁରି ମଧ୍ୟ ଲୀଳାବତୀଙ୍କ ପ୍ରଣୀତ ଗଣିତ ଶାସ୍ତ୍ରର ଟୀକା କରିଥିଲେ ଏହାଙ୍କର ଜନ୍ମସ୍ଥାନ ପାଟନା ଗଡ଼ଜାତ ]