ନୀଳିକା
ଦେଖଣା
ନୀଳିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନୀଳି+କ+ଆ)
[ସମ୍ପାଦନା]- ୧. ନୀଳ ଗଛ — ୧. The indigo plant.
- ୨. ଆଖିର ମୋତିଆବିନ୍ଦୁରୋଗ — ୨. Cataract of the eye.
(ଦ୍ର—ଯେଉଁ ରାଗରେ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରା ବିଦ୍ୟୁତ୍ ଆଦି ଦେଖାଯାଏ କିନ୍ତୁ ପୃଥିବୀର ବସ୍ତୁମାନ ଦେଖାଯାଏ ନାହିଁ ତାକୁ ନୀଳିକା କହନ୍ତି ହିନ୍ଦୀ - ଶବ୍ଦସାଗର)
- ୩. ବେଗୁନିଆ (ଦେଖ) - —୩. Beguniā (See)