ନୀଳ ବସନ
ଦେଖଣା
ନୀଳ ବସନ
ଉଚ୍ଚାରଣ
[ସମ୍ପାଦନା](ନୀଳବସନା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନୀଳ+ବସନ)
[ସମ୍ପାଦନା]- ୧. ବଳରାମ —୧. A name of Baḻarāma.
- ୨. ଶନିଗ୍ରହ —୨. The planet Saturn.
[ଦ୍ରଷ୍ଟବ୍ୟ —ପୁରାଣ ମତରେ ଏହାଙ୍କର ପରିଧାନ ନୀଳବସ୍ତ୍ର ଏ ଗ୍ରହର ବର୍ଣ୍ଣ ମଧ୍ୟ ନୀଳାଭ ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହାର ବସନ ନୀଳ ବର୍ଣ୍ଣ — Wearing a blue cloth.