Jump to content

ନୀଳ ଲୋହିତ

ଉଇକିଅଭିଧାନ‌ରୁ

ନୀଳ ଲୋହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନୀଳ=କଣ୍ଠ ନୀଳବର୍ଣ୍ଣ+ଲୋହିତ =କେଶ ଲୋହିତ ବର୍ଣ୍ଣ ଯାହାର)

[ସମ୍ପାଦନା]
୧. ମହାଦେବ; ଶିବ —୧. God Ṡiba.
୨. (ଯେ ନୀଳ ସେ ମଧ୍ୟ ଲୋହିତ) ନୀଳ ଓ ଲୋହିତ ବର୍ଣ୍ଣ; ବାଇଗଣି ରଙ୍ଗ —୨. Violet colour.