Jump to content

ନୀଶାର

ଉଇକିଅଭିଧାନ‌ରୁ

ନୀଶାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ)

[ସମ୍ପାଦନା]
୧. କମ୍ୱଳ —୧. Blankeg.
୨. କନାଟ; ପର୍ଦ୍ଦା —୨. Screen.
୩. ମଶାରୀ —୩. Mosquito-curtain.
୪. ଶୀତ ଲୁଗା; ଶୀତ ନିବାରକ ବସ୍ତ୍ର — ୪. Winter-clothing.

ଘୋଡ଼ାଇ ଦେଲା ବେଳେ ସହୀ ନିଶାରେ ଭଞ୍ଜ. ପ୍ରେମସୁଧାନିଧି