Jump to content

ନୀହାର

ଉଇକିଅଭିଧାନ‌ରୁ

ନୀହାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନି+ହୃ ଧାତୁ= ହରଣ କରିବା+କର୍ମ. ଅ; ନିପାତନ)

[ସମ୍ପାଦନା]
୧. ହିମ; ଶିଶିର —୧. Dew.
୨. ତୁଷାର —୨. Snow.
୩. ବରଫ —୩. Ice.
୪. କୁହୁଡ଼ି; କୁଜ୍ଝଟିକା — ୪. Hoarfrost; fog; mist.