Jump to content

ନୁଆଇଁବା

ଉଇକିଅଭିଧାନ‌ରୁ

ନୁଆଇଁବା

ଉଚ୍ଚାରଣ

[ସମ୍ପାଦନା]

(ନୋଇଁବା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନମ୍ ଧାତୁ; ନଇଁବାର ଣିଜନ୍ତ ରୂପ)

[ସମ୍ପାଦନା]
୧. ନମ୍ର କରିବା; ନତ କରିବା — ୧. To bend.
୨. ବଙ୍କାଇବା —୨. To curve; to make crooked.
୩. ତଳକୁ କରିବା —୩. To lower.

ସବିନୟେ ନିଜ ପରିଚୟ ଦେଇ ଶିର ନୁଆଁଇ ରାଧାନାଥ. ଉଷା