Jump to content

ନୁକ୍ସାନ୍

ଉଇକିଅଭିଧାନ‌ରୁ

ନୁକ୍ସାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର; ମେଦିନୀପୁର; ବାଲେଶ୍ୱର)— ବୈଦେଶିକ - (ଆରବୀ - ନୁକ୍ସାନ୍)ବି

[ସମ୍ପାଦନା]
୧. ଲୋକସାନ୍; ତ୍ରୁଟି; କ୍ଷତି —୧. Loss; injury.
୨. ହାନି —୨. Mischief.
୩. ବ୍ୟବସାୟରେ କ୍ଷତି —୩. Loss in business.