Jump to content

ନୁଖୁରା

ଉଇକିଅଭିଧାନ‌ରୁ

ନୁଖୁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ନୁଖୁରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ରୁକ୍ଷ)

[ସମ୍ପାଦନା]
୧. ତୈଳ ହୀନ —୧. Destitute of oil; not oily.
୨. ଯହିଁରେ ତୈଳ ମିଶି ନ ଥାଏ — ୨. Not mixed with oil.
୩. ଅଚିକ୍କଣ; ଅସ୍ନିଗ୍ଧ — ୩. Unsmooth; not glossy.
୪. ଯେ ଦେହରେ ତୈଳ ଲଗାଇ ନ ଥାଏ — ୪. Not anointed with oil.