ନୁଙ୍ଗୁଡ଼ା
ଦେଖଣା
ନୁଙ୍ଗୁଡ଼ା
ଉଚ୍ଚାରଣ
[ସମ୍ପାଦନା](ନୋଙ୍ଗଡ଼ା—ଅନ୍ୟରୂପ)
(ନୁଙ୍ଗୁଡ଼ୀ, ନୋଙ୍ଗଡ଼ୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଲାଙ୍ଗୁଡ଼ା; ଯେଉଁ ଲୋକ ସାନ ସାନ ବସ୍ତୁ ଚୋରି କରେ (ବ୍ୟକ୍ତି) — ୧. Pilfering.
- ୨. ଲମ୍ପଟ — ୨. Lewd; Lecherous.
- ୩. ଦୁଷ୍ଟ; ମନ୍ଦ —୩. Wicked; vile.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୁଦ୍ର କ୍ଷୁଦ୍ର ବସ୍ତୁ ଚୋରି କରିବା ବ୍ୟକ୍ତି — ୧. Pilferer.
- ୨. ଲମ୍ପଟ ବ୍ୟକ୍ତି —୨. Lecher.
- ୩. ମନ୍ଦ ବା ଖଳ ଲୋକ — ୩. Vile or wicked person.