Jump to content

ନୁଙ୍ଗୁପୁଙ୍ଗୁ ହେବା

ଉଇକିଅଭିଧାନ‌ରୁ

ନୁଙ୍ଗୁପୁଙ୍ଗୁ ହେବା

ଉଚ୍ଚାରଣ

[ସମ୍ପାଦନା]

[ ନୁଙ୍ଗୁରୁପୁଙ୍ଗୁରୁ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗତାଗତ ହେବା; ଫେର୍ ଫାର୍ ହେବା — ୧. To go about.
୨. ଲୁକ୍କାୟିତ ଭାବରେ ବୁଲିବା — ୨. To walk to and fro stealthily.
୩. କିଛି କାର୍ଯ୍ୟ ନ ଥାଇ କୌଣସି ସ୍ଥାନରେ ବୁଲିବା — ୩. To rove; to loiter; to loaf about.