Jump to content

ନୁଙ୍ଗ୍ପୁଙ୍ଗ୍ ହେବା

ଉଇକିଅଭିଧାନ‌ରୁ

ନୁଙ୍ଗ୍ପୁଙ୍ଗ୍ ହେବା

ଉଚ୍ଚାରଣ

[ସମ୍ପାଦନା]

[ ନୁଙ୍ଗୁର୍ପୁଙ୍ଗୁର୍ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗତାଗତ ହେବା; ଫେର୍ ଫାର୍ ହେବା — ୧. To go about.
୨. ଲୁକ୍କାୟିତ ଭାବରେ ବୁଲିବା — ୨. To walk to and fro stealthily.
୩. କିଛି କାର୍ଯ୍ୟ ନ ଥାଇ କୌଣସି ସ୍ଥାନରେ ବୁଲିବା — ୩. To rove; to loiter; to loaf about.