ନୁଟୁରୁ
(ନୁଟୁରୁ ନଇ—ଅନ୍ୟରୂପ)
ବନ୍ୟଲତାବିଶେଷ — A kind of wild creeper.
[ ଦ୍ର—ବର୍ଷା କାଳରେ ଏହାର ଡଙ୍କ କଅଁଳେ ଏହା ଭାରି ମସକା ଓ ଖାଇବାକୁ ଖଟା ଲୋକେ ଏହାକୁ ତିଅଣରେ ପକାଇ ଖାଆନ୍ତି ]