Jump to content

ନୁତ

ଉଇକିଅଭିଧାନ‌ରୁ

ନୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନୁ ଧାତୁ=ସ୍ତବ କରିବା+କର୍ମ ତ)

[ସମ୍ପାଦନା]
୧. ପୂଜିତ — ୧. Worshipped.
୨. ପ୍ରଶଂସିତ; ସ୍ତୁତ — ୨. Praised; eulogised; extolled.
୩. ପ୍ରଣତ —୩. Humble; obedient.