Jump to content

ନୁତି

ଉଇକିଅଭିଧାନ‌ରୁ

ନୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନୁ ଧାତୁ+ଭାବ ତି)

[ସମ୍ପାଦନା]
୧. ସ୍ତୁତି; ପ୍ରଂଶସା — ୧. Praise; eulogy.
୨. ପୂଜା —୨. Worship; adoration.
୩. ପ୍ରଣାମ —୩. Obeisancel bowing in respect.