Jump to content

ନୁନୁ

ଉଇକିଅଭିଧାନ‌ରୁ

ନୁନୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ପୁଅ — Son.

[ଦ୍ରଷ୍ଟବ୍ୟ —ରାଜପରିବାରରେ ଏ ଶବ୍ଦ ପ୍ରଚଳିତ]