ନୂଆଗଡ଼
ଦେଖଣା
ନୂଆଗଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଶାର ଗଡ଼ଜାତବିଶେଷ — A Stage of Orissa.
[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟ ଚର୍ତୁର୍ଦ୍ଦଶ ଶତାଦ୍ଦୀ ବା କିଞ୍ଚିତ୍ ପୂର୍ବରୁ ରେବା ରାଜ ବଂଶର ଜଣେ ରାଜପୁତ୍ର ମହାନଦୀ ବାଟେ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥିଲେ ପଥରେ ଏହି ଅଞ୍ଚଳର ଲୋକେ ବାଘ ଭୟରେ ବଡ଼ ଆତୁର ହେଇଥିବାର ଜାଣି ରାଜପୁତ୍ର ବାଘକୁ ମାଇଲେ ଆଦିମ ଅଧିବାସୀମାନେ କୃତଜ୍ଞତା ସ୍ୱୀକାର କରି ସେମାନଙ୍କର ରାଜା ହେବାକୁ ତାହାଙ୍କୁ ଅନୁରୋଧ କରିବାରୁ ସେ ଏ ରାଜ୍ୟର ରାଜା ହୋଇଥିଲେ! ବର୍ତ୍ତମାନ ସୁଦ୍ଧା ବ୍ୟାଘ୍ରମସ୍ତକ ଏ ରାଜବଂଶର ସଂକେତ ହୋଇ ଅଛି (କୃପାସିନ୍ଧୁ. ଇତିହାସ)]