Jump to content

ନୂଆ କଳେବର

ଉଇକିଅଭିଧାନ‌ରୁ

ନୂଆ କଳେବର

ଉଚ୍ଚାରଣ

[ସମ୍ପାଦନା]

(ନୂଆକଳେବର[ଳ]—ଗ୍ରାମ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବ ଓ କଳେବର)

[ସମ୍ପାଦନା]
୧୨. ବର୍ଷରେ ଥରେ ଦୋ—ଆଷାଢ଼ି ପଡ଼ିଲେ ଶ୍ରୀଜଗନ୍ନାଥଆଦି ଠାକୁରଙ୍କ କାଷ୍ଠପ୍ରତିମାର ଘଟ ପରି— ବର୍ତ୍ତନରୂପ ଉତ୍ସବ —The ceremony of renewing the wooden image of the idols Jagannātha, Baḻabhadra and ṡubhadrā once in ୧୨ years.